୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡ଼ା -: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

କିଏ ଜିତିବ ବ୍ରଜରାଜନଗର ବାଜି? ଆରମ୍ଭ ହେଲା ଭୋଟ ଗଣତି

ଝାରସୁଗୁଡ଼ା -: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହାପରେ ଇଭିଏମ୍ ଖୋଲାଯାଇ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ପାଇଁ…

ଶାସକ ଦଳକୁ କଡ଼ା ଟକ୍କର ଦେବେ କଂଗ୍ରେସ ଓ ବିଜେପି, ପ୍ରଥମ ଥର ପାଇଁ ଉପନିର୍ବାଚନ ହାରିବ ବିଜେଡି …!

ଝାରସୁଗୁଡା -: ଦ୍ବିତୀୟଥର ପାଇଁ ଉପନିର୍ବାଚନ ସାମ୍‌ନା କରୁଛି ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନ ଟିକେ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଉପ ନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ।…

ବ୍ରଜରାଜନଗର ଉପନିର୍ବାଚନ : ବିଜେପିରୁ ରାଧାରାଣୀ ବିଜେଡିରୁ ଅଳକା, କଂଗ୍ରେସରୁ କିଶୋର

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତକାଲି ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ,ବିଜେପି ବିଜେଡି ଓ କଂଗ୍ରେସର ଅଙ୍କକସା …

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର…

ବିବାହିତ ମହିଳାକୁ ଯୌନ ପିପାସୁଙ୍କୁ ଦେଢଲକ୍ଷ ଟଙ୍କାରେ ବିକିଦେଲେ ଦଲାଲ …

ଝାରସୁଗୁଡ଼ା -: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି । ଏ ନେଇ ଆଜି…

ଝାରସୁଗୁଡ଼ା ଜିଲ୍ଲାର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

ବ୍ଲକ୍ ମୋଟ ପଞ୍ଚାୟତ ସଂଖ୍ୟା ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍ ସଂଖ୍ୟା, କେଉଁ ଦଳର ସମର୍ôଥତ ପ୍ରାର୍ଥୀ ୧. ଝାରସୁଗୁଡ଼ା – ୮, ଚିତ୍ରାଣୀ ପଟେଲ, ନିର୍ଦ୍ୱନ୍ଦ୍ୱ, ବିଜେଡି୨. କିର୍ମିରା – ୧୭, କୃଷ୍ଣପ୍ରିୟା ସାହୁ, ନିର୍ଦ୍ୱନ୍ଦ୍ୱ, ବିଜେଡି୩. କୋଲାବିରା…

error: Content is protected !!