ଆଠଗଡରେ ନିଆରା ଢଙ୍ଗରେ କାର୍ଗିିଲ୍ ବିଜୟ ଦିବସ ପାଳନ କଲେ ଅଭୟ, ସାରା ରାଜ୍ୟରେ ଅଭୟଙ୍କୁ ନେଇ ଚର୍ଚ୍ଚା

ଆଠଗଡ଼ – : ଜୁଲାଇ ୨୬ କାର୍ଗିଲ ଵିଜୟ ଦିବସ। ୧୯୯୯ ମସିହା ଏହି ଦିନରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ କୁ ପାକିସ୍ତାନ ହାତରୁ ଛଡ଼ାଇ ଆଣିଥିଲେ।ତେବେ ଆଜି ଆଠଗଡ଼ରେ ଏହି ଦିବସକୁ…

ସାଲେପୁରରେ ଚାଞ୍ଚଲ୍ୟ, ମହାନଦୀକୁ ଡେଇଁ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ।କଟକ ଜିଲ୍ଲା ସାଲେପୁର ସାତବାଟିଆ ଠାରେ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ…

ସାଲେପୁରରେ ଚୋରଙ୍କ ଉତ୍ପାତ, ଜପକୁଦ ଫାଣ୍ଡି ଅଞ୍ଚଳରେ ମନ୍ଦିରରୁ ସିରିଜ ଚୋରୀ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ଅଞ୍ଚଳରେ ଚୋର ଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ବିଗତ ଚାରି ପାଞ୍ଚ ମାସ ଭିତରେ ଜପକୁଦ ଅଞ୍ଚଳର ବହୁ…

କୁନାଲ କମ୍ପାନୀକୁ ଏନଜିଟି ଛାଟ: ଫାଇନ ପଡିଲା ୫୩ ଲକ୍ଷ ଟଙ୍କା …

କଟକ/ଢେଙ୍କାନାଳ -:  ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ପାଇଁ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ…

ଆଠଗଡରେ ବାହୁଡା ଅବସରରେ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ଉନ୍ମୋଚିତ

ଆଠଗଡ – ଆଠଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟଲାବଣ୍ୟର ସଫଳତା ପରେ ଏହି ସଂସ୍ଥା ଆଉ ଏକ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପ୍ରକାଶ କରିଛନ୍ତି l ପବିତ୍ର ବାହୁଡା ଦଶମୀ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ପରିସରରେ ଲାବଣ୍ୟବତୀ…

ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପିତ

ଆଠଗଡ଼(ସର୍ବେଶ୍ୱର ପଣ୍ଡା)-:ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପନ ଦିବସ।ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଭଜନ ସମାରୋହରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ମୁଖ୍ୟଅତିଥି, ଆଠଗଡ଼ ବନଖଣ୍ଡ ଅଧିକାରୀ…

ବଡମ୍ବା ବିଧାରପୁର ଠାରେ ପୁର୍ବ ଶତ୍ରୁତାରୁ ନୃଷଂସ ହତ୍ୟା

ଆଠଗଡ଼-: ବଡମ୍ବା ଥାନା ବିଧାରପୁର ଠାରେ ଜଣେ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି।ଘଟଣାର ବିବରଣୀରୁ ପ୍ରକାଶ ଯେ ମୃତକ ଯୁବକ ସୁଧାକର ଜେନା (୩୦) ମଣିଆବନ୍ଧ ଗ୍ରାମରୁ ଭୋଜି ଖାଇ ନିଜଗ୍ରାମ ବନମାଲିପୁରକୁ ଫେରୁଥିବା ବେଳେ ସେହି ଗ୍ରାମର…

ଆଠଗଡରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଆଠଗଡ଼-: କଥା ଦେଇଥିଲେ ସାରା ଜୀବନ ଅପେକ୍ଷା କରିବାକୁ କିନ୍ତୁ କଥା ରଖିଲେନି।ଅଧା ବାଟରୁ ହାତଛାଡି ଚାଲିଗଲେ।ଏ ଜୀବନ ରଖି ଲାଭ କଣ।ସିଏ ମୋତେ ଯେଉଁଠି ଅପେକ୍ଷା କରିଛନ୍ତି ମୁଁ ମଧ୍ୟ ସେଇଠିକି ଚାଲିଯିବି।ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ର ର…

ଜନ୍ମ କଲା ମାଆକୁ ହାଣିଲା ପୁଅ …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜିର ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ। ଏଠି ପୁଅ ମାଆର ଶତୃ ଓ ବାପାର ଶତୃ ସାଜୁଛି ।ବୁଦ୍ଧି ବିବେକ ହଜେଇ ପାଲଟି ଯାଉଛି ସଇତାନ । ହଁ ଆଜ୍ଞା ଏଭଳି ଏକ…

ଆଠଗଡ଼ରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଆଠଗଡ଼-: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମପଞ୍ଚାୟତ ର ରାଉତରାପୁର କାଜୁ ଜଙ୍ଗଲ ମଧ୍ୟରେ ଆଜି ଅପରାହ୍ନରେ ଜଣେ ଅଜଣା ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି।ରସିଲଗାଇ ଥିବା କାଜୁ ଗଛ ନିକଟରେ ଏକ ମୋଟର ସାଇକେଲ ନମ୍ବର ଓଆର-୦୫-ଏଡି…