ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୪୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ଅବକାରୀ ବିଭାଗ

କୋରାପୁଟ -: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ…

ଅଗ୍ନିଶମଙ୍କ ଦ୍ୱାରା କୂଅରୁ ବାଛୁରୀ ଛୁଆ ଉଦ୍ଧାର

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ମନୁଷ୍ୟ ହେଉ ଅବା ପଶୁ ସମସ୍ତଙ୍କ ବଞ୍ଚିବାରର ଅଧିକାର ଅଛି। ବହୁତ ଦୁଃଖର କଥା ଗତକାଲି ଧର୍ମଗଡ଼ ICDS କାର୍ଯ୍ୟାଳୟ ପଛ ପଟରେ ଗୋଟିଏ କୂଅରେ ୪ଟି ବାଛୁରୀ ପଡ଼ି ଗୋଟିଏ ଶିଶୁ ବାଛୁରୀକୁ ତଲେ ଚାପି…

ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ବର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ବରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ନିଜ ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ…

ମହାମେଣ୍ଟକୁ ଅସ୍ୱୀକାର କଲେ କେଜରିୱାଲ, ୧୩୦କୋଟି ଭାରତୀୟଙ୍କ ପାଇଁ କାମ କରିବୁ

ନାଗପୁର -: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ପାଇଁ କୌଣସି ମହାମେଣ୍ଟ ସହ ଜଡ଼ିତ ହେବା ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ତାଙ୍କର ମେଣ୍ଟ ବା ସମ୍ପର୍କ କେବଳ ୧୩୦ କୋଟି ଭାରତୀୟଙ୍କ ସହ। ସୋମବାର ନାଗପୁରଠାରେ ଅନୁଷ୍ଠିତ…

ବ୍ରଜରାଜନଗର ଉପନିର୍ବାଚନ : ବିଜେପିରୁ ରାଧାରାଣୀ ବିଜେଡିରୁ ଅଳକା, କଂଗ୍ରେସରୁ କିଶୋର

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତକାଲି ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା…

error: Content is protected !!
Verified by MonsterInsights