ଚାନ୍ଦଳି ସଂରକ୍ଷିତ ଜଙ୍ଗଲ ହେଲା ସବୁଜ ଜିମା …

ବଲାଙ୍ଗୀର -: ବଲାଙ୍ଗୀର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଟଙ୍କପାଣି ଗ୍ରମପଞ୍ଚାୟତ ଅନ୍ତର୍ଗତ ବୁଢାଛପର ଗ୍ରାମ ଠାରେ ଥିବା ଚାନ୍ଦଳି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୫ହଜାର ଚାରା ରୋପଣ କରାଯାଥିଲା। ରେଞ୍ଜର ପ୍ରଭାତି ସେଠ, ଫରେଷ୍ଟର…

୪୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ …

ବଲାଙ୍ଗୀର -: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ। ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି…

ମୋ ପାଖରେ ଯେଉଁ ଭିଡିଓ ଅଛି ତାହା ଦେଲେ ମୋର ଇଜ୍ଜତ ଯିବ, ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

ବଲାଙ୍ଗୀର -: ଘର ମାଲିକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ଭଡ଼ାଟିଆ ନେଇଯିବା ମାମଲା ଚାଞ୍ଚଲ୍ୟ ଖେଳାଇଛି। ବାପା ବ୍ଲାକ୍‌ମେଲିଂର ଶିକାର ହେଉଥିବା ଜାଣିବା ପରେ ଏୟାରଫୋର୍ସରେ ଥିବା ପୁଅ ବ୍ଲାକ୍‌ମେଲରଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଟାଉନ ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି…

ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା

ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…

ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ

ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…

ସତ୍ୟବାନ ସାବିତ୍ରୀ କଳିର ପରିଣତି, ସାବିତ୍ରୀ ବ୍ରତରେ ଆରପାରିକୁ ଚାଲିଗଲେ ବିଜୁଳି

ବଲାଙ୍ଗୀର/ସଇଁନ୍ତଳା -: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଆଜି  ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ମହିଳାମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଗାଁ ଠୁ ସହର ପର୍ଯ୍ୟନ୍ତ ବେଶ ଉତ୍ସବମୁଖର। ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ…

ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗୀର/ପାଟଣାଗଡ଼ – ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁତମୁଣ୍ଡା ମୁହୁରୀ କଲାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀହିରାଧର କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀଯୁକ୍ତ…

ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି

ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫…

ରାସ୍ତା ପ୍ରଶସ୍ତି କରଣ ନାଁରେ ଖାଇଗଲେ ୩୨କୋଟି, ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା

ପାଟଣାଗଡ଼ -: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଗମନାଗମନର ସୁବିଧା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ ଜିଲ୍ଲାର ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ଦୁର୍ନୀତି ହୋଇଥିବା ଏବେ ସାମନାକୁ ଆସିଛି ।…

ସାମ୍ବାଦିକତା କ୍ଷେତ୍ରରେ ବଲାଙ୍ଗୀରିରେ ସମ୍ବର୍ଦ୍ଦିତ ହୋଇଛନ୍ତି ବରଗଡର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରୀପାଠି

ବଲାଙ୍ଗୀର – : ପବିତ୍ର ଶ୍ରୀରାମ ନବମୀ ଦିବସରେ ବଲାଙ୍ଗୀରରୁ ଦିର୍ଘ ବର୍ଷ ହେଲା ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦପତ୍ର ‘ପ୍ରେରଣା’ ର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ବଲାଙ୍ଗୀର ସ୍ଥିତ ସାମ୍ବାଦିକ ଭବନ ଠାରେ ବହୁ ଆଡମ୍ବର ଭାବେ ପାଳିତ…

error: Content is protected !!