ଆଖିପିଛୁଳାକେ ବଡଭଉଣୀ ଆଗରୁ ସାନ ଭଉଣୀଙ୍କୁ ଭିଡିନେଲା କୁମ୍ଭୀର

କେନ୍ଦ୍ରାପଡ଼ା/ରାଜନଗର -: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ…

ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …

କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ…

କୃଷକ ମାନଙ୍କ ପାଇଁ ଏ ସରକାର ବୈମାତୃକ କାହିଁକି ? ଚାଷୀ ପାଇପାରୁନି ଧାନ ବିହନ କି ସୂଚନା …

ମାର୍ଶାଘାଇ -: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା…

୧୦ଫୁଟ୍ ଲମ୍ବର କୁମ୍ଭୀର ସହ ଲଢେଇ କରି ଶେଷରେ ଜୀବନ ବଞ୍ଚାଇଲେ ଏହି ନାବାଳକ …

କେନ୍ଦ୍ରାପଡା -: କୁମ୍ଭୀର ମୁହଁରୁ ସଂଘର୍ଷ କରି ବର୍ତ୍ତିଲେ ନାବାଳକ। ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ନାବାଳକର ସାହାସିକତା ଯୋଗୁ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚେଇଇବା ଘଟଣା କେନ୍ଦ୍ରପଡା ଅଞ୍ଚଳରେ ଚ।ଞ୍ଚଲ୍ୟ ସୃଷ୍ଟି…

ନର୍କ ଯନ୍ତ୍ରଣା ଠୁ ବି ବଳି ପଡୁଛି, ବାଜିରେ ଲାଗୁଛି ମହିଳାଙ୍କ ଜୀବନ

ରାଜନଗର -: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି । ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି…

ଗୁପ୍ତ ଟେଣ୍ଡରର ପର୍ଦାଫାସ୍‌ , କେନ୍ଦ୍ରାପଡାରେ କୋଟିକୋଟି ଟଙ୍କାର ମହାସ୍କାମ

କେନ୍ଦ୍ରାପଡ଼ା -: ଜଳସେଚନ ବିଭାଗ ଜଗତପୁର ନର୍ଥ ଡିଭିଜନ୍ ଅଧୀନ ପୁନ୍ଦାଳ ସବଡିଭିଜନରେ ଦୁର୍ନୀତିର ସୀମା ଟପିଛି । ମରାମତି ଓ ପୁନରୁଦ୍ଧାର କାମ ନାଁରେ କୋଟି କୋଟି ଟଙ୍କାର ଗୁପ୍ତ ଟେର୍ଣ୍ଡ ହୋଇଛି । ୫ଲକ୍ଷରୁ କମ୍ ମୂଲ୍ୟରେ ହୋଇଥିବା…

ଭାଉଜଙ୍କ ପାଇଁ ନବ ବିବାହିତ ଦମ୍ପତିଙ୍କ ଜିବନ ଗଲା

କେନ୍ଦ୍ରାପଡା -: ସମ୍ପର୍କୀୟ ଭାଉଜଙ୍କ ସହ ନିବିଡ଼ ପ୍ରେମ ସମ୍ପର୍କକୁ ନେଇ ଉଗ୍ର ହୋଇଥିଲା ପାରିବାରିକ କଳହ । କଳହ ଶେଷର ପରିଣତି ଆଣିଦେଲା ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ କଳପଡା ଗ୍ରାମରେ…

error: Content is protected !!