ପରିତ୍ୟକ୍ତ ସିନ୍ଦୁକରୁ ବାହାରିଲା ଲକ୍ଷାଧିକ ଟଙ୍କାର ଅଳଙ୍କାର, ତା ପରେ ଜିଲ୍ଲାପାଳ ଦେଲେ ଏଭଳି ନିଷ୍ପତ୍ତି …

ବୌଦ୍ଧ -: ବୌଦ୍ଧର ଜିଲ୍ଲା ସଂଗ୍ରହାଳୟରେ ବିଭିନ୍ନ ଐତିହାସିକ ଉପକରଣ ସ୍ଥାନ ପାଇଛି। ଐତିହାସିକ ଉପକରଣ ସଂଗ୍ରହ ବେଳେ ଟ୍ରେଜେରି ଅଫିସରୁ ଉଦ୍ଧାର ହୋଇଥିବା ତିନିଟି ସିନ୍ଦୁକ ଅଣା ଯାଇଥିଲା। ସଂଗ୍ରହାଳୟ ପରିସରରେ ମୁକ୍ତ ଆକାଶ ତଳେ ଏହାକୁ ରଖାଯାଇଥିଲା। ରବିବାର…

error: Content is protected !!