Creat A Revolution
କଟକ -:
Advertisement
ଏମାନଙ୍କ ମେଡିସିନ ଫାର୍ମରୁ ଆଠ ହଜାରରୁ ଅଧିକ ଟାବଲେଟ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ନିଜ କମ୍ପାନୀର ଅନୁମୋଦିତ ସି ଆଣ୍ଡ ଏଫ ଠାରୁ ନ ଆଣି ଅଧିକ ଲାଭ ପାଇଁ ବିହାରର ଏକ ଡିଲର ଠାରୁ ନକଲି ଔଷଧ ଆଣି ବ୍ୟବସାୟ କରୁଥିଲେ ବୋଲି କଟକ ଡିସିପି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୪୨୦,୩୩୬,୩୨୬,୪୮୬ ଓ ୩୪ ଆଇ ପି ସି ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବା ପାଇଁ ଯୋଜନା କରୁଛି ପୋଲିସ । ନକଲି ଔଷଧ କାରବାରକୁ ନେଇ ଗତ ସେପ୍ଟେମ୍ବର ୨୩ରେ ପୁରଘାଟ ଥାନାରେ ଦୁଇଟି ମାମଲା ରୁକୁ ହୋଇଥିଲା। ଘଟଣାର ତଦନ୍ତ କରି ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।..
Advertisement