ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଛି – ମମତା ବାନାର୍ଜୀ !

କୋଲକାତା -: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ଦାବି କରିଛନ୍ତି। ପଶ୍ଚିମବଙ୍ଗ…

ରାସ୍ତାରେ ଲହଡି ଭାଙ୍ଗୁଛି ପାଣି, ପାନୀୟ ଜଳ ପାଇଁ ଲୋକେ ଡହଳବିକଳ

କୋକସରା (ରଞ୍ଜନ କୁମାର ସାହୁ) -: କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରିପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାରେ…

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡିର ବାଜିମାତ୍

ନୟାଗଡ଼ -: ଉପନିର୍ବାଚନରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡି ବାଜିମାତ୍ କରିଛି । ପୁଣି ଥରେ ଅଧ୍ୟକ୍ଷା ପଦ ସାବିତ୍ରୀ ପ୍ରଧାନ ହାତେଇଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସାବିତ୍ରୀଙ୍କୁ ମୋଟ ୨୦…

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ…

error: Content is protected !!
Verified by MonsterInsights