ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

Creat A Revolution
Advertisement
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ପାଳିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୩୦ଟି ଜିଲ୍ଲାରେ ୧୧୧୫କୋଟି ଟଙ୍କାର ୪୮୧ଟି ଉନ୍ନତି ମୂଳକ ପ୍ରକଳ୍ପର ଶିଳା ନ୍ୟାସ ଲୋକର୍ପଣ କରାଯାଇଛି ।

ଏହି ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଦକ୍ଷ ଶାନ୍ତି ନାୟକ,ଏମ ଆଇସି ସିପି କମ୍ବୁପାଣି ପାଣିଗ୍ରାହୀ , ସି.ଏମ.ଏମ.ୟୁ ସୁଧାଂଶୁ ମୋହନ ହୋତକ୍ଷ, ଟେକ୍ସ କଲେକ୍ଟର ବାଇଧର ମଲିକ ୮ ନମ୍ବର କାଉନ୍ସଲର ରଶ୍ମିତା ପାଢ଼ୀ, ୧୦ ନମ୍ବର କାଉନ୍ସଲର ରୀନା କୁମାରୀ ପଣ୍ଡା,୧୧ ନମ୍ବର କାଉନ୍ସଲର ନାରାୟଣ ଡାକୁଆ, ୧୨ ନମ୍ବର କାଉନ୍ସଲର ଗୀତା ନାୟକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights