ରାଷ୍ଟୀୟ ଡ୍ରାଇଭର ଦିବସ ପାଳନ ପାଇଁ ଡ୍ରାଇଭର ମହାସଂଘର ପ୍ରସ୍ତୁତି ଜୋରଦାର

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ )-: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଡ୍ରାଇଭର ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଉଛି l ସଭା ଗ୍ରୁହ ଠାରେ ଏକ ବିଶାଳ ସାମ ବେଶ ଆୟୋଜନ କରିବା ନିମନ୍ତେ ଡାକ ବାଜି ଯନ୍ତ୍ର ମାଧ୍ୟ୍ୟମରେ ପ୍ରଚାର ପ୍ରସାର କରାଯlଉଛି l ବାଲିଗୁଡ଼ା ବ୍ଲକ, ନୂଆଗାଁ ବ୍ଲକ, ଦାରିଙ୍ଗବାଡି ବ୍ଲକ, କୋଟାଗଡ଼ ବ୍ଲକ,ତୁମଡ଼ିବନ୍ଧ ବ୍ଲକର ଶତାଧିକ ଡ୍ରାଇଭର ବନ୍ଧୁ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସଂଘ ସଭାପତି ଦୁଶାସନ ଦିଗାଲ ସୂଚନା ଦେଇ ଛନ୍ତି l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights