ଥାନା ଅଧିକାରୀଙ୍କ ମହାନତା : ବାଇକ୍ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କଲେ

Creat A Revolution

କନ୍ଧମାଳ -: କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଆରୋହୀଙ୍କୁ ରକ୍ତ ଜୁଦୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପହଞ୍ଚିIଇ ଜୀବନ ରକ୍ଷା କଲେ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ l ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ଚାରିଟା ବେଳେ ସୁରୁବାଲି ନିକଟରେ ଦୃତ ଗତିରେ ବୁଲେଟ ଚଳାଇ ବାଲିଗୁଡ଼ା ହାଟପଦା ସାହିର ସଞ୍ଜୟ ନାୟକ ଓ ବାରଖମାର ବୁଦ୍ଧଦେବ କହଁର ବୁଲାନି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ଟିମ୍ ସହିତ ଅତିଶିଘ୍ର ପହଞ୍ଚି କାହାକୁ ଆଦେଶ ନ ଦେଇ ନିଜେ ଉଦ୍ଧାର କାର୍ଯ୍ୟରେ ଲାଗିପଡି ଥିଲେ ଏବଂ ଦୁଇ ଯୁବକ ଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଥିଲେ l ଥାନା ଅଧିକାରୀଙ୍କ ଏହିଭଳି ମହାନ ନିଷ୍ଠାପର କାର୍ଯ୍ୟପାଇଁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ଏଵଂ ଶୁଭେଚ୍ଛା ର ସୁଅ ଛୁଟିଛି lଦୁଇ ଗୁରୁତର ଯୁବକ ଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ରେଫର କରାଯାଇଥିବା ଜଣା ପଡ଼ିଛି l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights