କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଲାଗିଲା ମାଓବାଦୀ ବିରୋଧି ପୋଷ୍ଟର

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ସୁଡ୍ରା, ମିଡ଼ିଆ କିଆ ଦୁଲି କିଆ ଆଦି ଅଞ୍ଚଳ ରେ କନ୍ଧମାଳ ବୌଦ୍ଧ ଆଦିବାସୀ ନାମକ ଏକ ପୋଷ୍ଟର ରେ ମାଓବାଦୀ ଙ୍କ ବିରୋଧ ରେ ଉଲ୍ଲଖ ଥିବା ପୋଷ୍ଟର ଲଗାଯାଇଛି l କଉ ବ୍ୟକ୍ତି ଏହାକୁ ଲଗାଇ ଛନ୍ତି l ଗ୍ରାମ ବାସୀଙ୍କ ପାଖରେ ସୂଚନା ନାହିଁ l ଛତିଶଗଡ ରେ ମାଓବାଦୀ ମାନେ ପୋଲିସ ଖବରୀ ଦାତା ସନ୍ଦେହରେ ଆଦିବାସୀ ଯୁବକ ଶଙ୍କର ସୋୟମକୁ ହତ୍ୟା କରାଯାଇଥିବା କୁ ବିରୋଧ କରି ଉଲ୍ଲଖ କରାଯାଇଛି l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights