ନାବାଳକ ଗ୍ୟାଙ୍ଗ ଠାବ : 8ବାଇକ ଜବତ

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା sdpo ରାହୁଲ ଗୋଏଲ ଙ୍କ ନେତୃତ୍ୱ ରେ ଏକ ପୋଲିସ ଟି ବାଇକ ଚୋରି ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି l ବାଇକ ଚୋର ଗ୍ୟାଙ୍ଗ ର ଜଣ ନାବାଳକ କୁ ଗିରଫ କରି ତା ଠାରୁ 8ଟି ବାଇକ ଜବତ କରାଯାଇଛି l ଏବଂ ଏହି ଚୋରିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ ଡି ପିଓ ପ୍ରେସ ମିଟ ମାଧ୍ୟ୍ୟ ମରେ ସୂଚନା ଦେଇ ଛନ୍ତି l ଥାନ ଅଧିକାରୀ ସୁଶାନ୍ତ କୁମାର ସାହୁ ଏସ ଆଇ ଯୁଗଳ ନାୟକ ଉପସ୍ଥିତ ରହିଥିଲେ l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights