ଜିଓ ନେଟୱର୍କ କାର୍ଯ୍ୟକ୍ଷମ ଦାବିରେ ତାତିଲେ ଗ୍ରାମବାସୀ !

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବେଲଘର ଥାନ ଅଞ୍ଚଳରେ ଗତ 7ବର୍ଷ ହେବ ଜିଓ ଟାୱାର ସ୍ଥାପିତ ହୋଇଥଲେ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ l ଫଳରେ ଗ୍ରାମ ବାସି ଇଣ୍ଟରର୍ନେଟ ବ୍ୟବସ୍ଥା ପାଇପାରୁ ନାହାନ୍ତି l ମୁଖ୍ୟତ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠ ପଢ଼ାରେ ବଞ୍ଚିତ ହେବା ସହିତ ଦେଶ ଦୁନିଆ ର ଖବର ଜାଣି ପାରୁ ନାହାନ୍ତି l ଏବଂ ବେଲ ଘର ରେ ଥିବା ପର୍ଯ୍ୟଟନ ସ୍ଥଳ କାଠ ବଙ୍ଗଳl ଏବଂ କେକେ ଡିଏ, ବ୍ୟାଙ୍କ,ଥାନ ଥିବା ସତ୍ୱେ ଜିଓ ନେଟ ୱର୍କ କlର୍ଯ୍ୟକ୍ଷମ କରାଯlଉନାହିଁ l

Advertisement

ଏହି ନେଟ ୱର୍କ ସମସ୍ୟା ସମ୍ପର୍କ ରେ ଗ୍ରାମ ବାସି ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୋଣସି ପଦଖେପ ଗ୍ରହଣ କରା ଯାଉନାହିଁ l ଫଳରେ ଗ୍ରାମ ବାସି ଉତ୍ୟକ୍ତ ହୋଇ ବେଲଘର ଦେଇ ଯାଉଥିବା ଜିଓ ନେଟୱାର୍କ ବିଭାଗ ରେ ଜିଓ ମାଲ ବୋଝେଇ ଟ୍ରକ ସହ ଦୁଇ କର୍ମ ଚାରିକୁ ଦୁଇ ଦିନ ଧରି ଅଟକ ରଖି ଛନ୍ତି ଗ୍ରାମବାସୀ l

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights