ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ୫ ପୁଲିସ ଅଧିକାରୀ

କଟକ -: ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି |…

ଡ୍ରେନର ମଇଳା ପାଣିରେ ଉବୁଡୁବୁ କାଉଡୋଳା ଗ୍ରାମବାସୀ, କେବେ ସୁଧୁରିବ ଡ୍ରେନଜ ବ୍ୟବସ୍ଥା

କୋକସରା(ରଞ୍ଜନ କୁମାରସାହୁ) -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଂଚାୟତ କାଉଡୋଳା ଗାଁରେ ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗାଁର ହରିଜନ ପଡ଼ା ରୁ ଜଗନ୍ନାଥ ମନ୍ଦିର ଓ ଚାରି ଛକ ରୁ ସରାବୁ ପଡ଼ା ପର୍ଯ୍ୟନ୍ତ…

ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ମିଳିବ କେବେ ?

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା…

ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ବାଲିଗୁଡା ପୋଲିସର ଗଞ୍ଜେଇକୁ “ନା” ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ବାଲିଗୁଡା ଥାନା ପୋଲିସ ପକ୍ଷରୁ ଗଞ୍ଜେଇ କୁ ନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୀଳ ଜହର ବା ଗଞ୍ଜେଇ ଚାଷ ଓ ଚାଲାଣ ର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡା ଥାନା ଅଞ୍ଚଳ ରେ ବେଆଇନ ଗଞ୍ଜେଇ…

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ବାଟାଗୁଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ବାଡ଼େଇ ହେଲା ମୋଟର ସାଇକେଲ । ଦୁର୍ଘଟଣାରେ…

error: Content is protected !!
Verified by MonsterInsights