RI ଅଫିସ ଗୃହରେ ଉଠିଲା ଲଟାଗଛ, ପାଣିଟାଙ୍କିର ଅବସ୍ଥା ଶୋଚନୀୟ କ୍ୟାମେରାରେ କଏଦ ହେଲା ଫଟୋ

ବାଙ୍କୀ-ବୈଦେଶ୍ୱର (ବ୍ରହ୍ମାନନ୍ଦ ପ୍ରଧାନ) -: ବୈଦେଶ୍ୱର ଆରାଇ ଅଫିସର ଛାତ ଉପରେ ଗଛ ଉଠିବା ସାଙ୍ଗକୁ ଶିଉଳି ଲାଗିବା ସହ କାନ୍ଥରେ ଚତୃ ପାର୍ଶ୍ଵରେ ମାଡିଚାଲିଛି ଲଟାଗଛ l ଅଫିସର କର୍ମଚାରୀଙ୍କ ଦ୍ୱାରା ପ୍ରତିଦିନ ଚାଲୁରହିଛି ଅଫିସ କାର୍ଯ୍ୟ କିନ୍ତୁ କେବଳ…

ଚକା ବ୍ଲାଷ୍ଟରୁ ଦୁର୍ଘଟଣା ୧୦ ଫୁଟ ତଳକୁ ଖସିଲା ଗାଡି

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୀତାପଡି ବୁଲାଣି ରାସ୍ତାରେ ଘଟିଛି ଅଘଟଣ l ଚଳନ୍ତା ଗାଡିର ଆଗ ଚକା ବ୍ଲାଷ୍ଟରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି l ସୀତାପଡି ବୁଲାଣି ରାସ୍ତାରେ ଏକ ବୋଲେରୋର ଆଗ ଚକା…

ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡାସ୍ଥିତ ୧୩୬ ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ବିଏସଏଫ ବାଟାଲିୟନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା lକାର୍ଯ୍ୟକ୍ରମରେ…

error: Content is protected !!
Verified by MonsterInsights