ଏନ.ଏସ.ବି ଡିଗ୍ରୀ କଲେଜରେ ଜାତୀୟ ଖେଳ ଦିବସ ପାଳିତ

Creat A Revolution

ବାଲିଗୁଡ଼ା-(ସାମୁଏଲ ପ୍ରଧାନ ) ; ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଏନ ଏସ ବି ଡିଗ୍ରୀ କଲେଜରେ ଜାତୀୟ ଖେଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚେସ, କ୍ୟlରେର୍ମ ବୋର୍ଡ଼ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଅଧ୍ୟକ୍ଷ ଡ଼ଃ ବିଶେସ୍ୱର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ l ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳନ କରାଯାଇଥିଲା l ଅଧ୍ୟକ୍ଷ ଖେଳ ଦିବସ ପାଳନର ଅଭିପ୍ରାୟ ଓ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେକର ଧ୍ୟାନଚାନ୍ଦ ଓ ତାଙ୍କର ଅବିସ୍ମରଣୀୟ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ l କ୍ରୀଡ଼lରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା l ଅଧ୍ୟାପକ ସୁଶାନ୍ତ ସୁନା, ରୀନା ମହାନ୍ତି, ସ୍ଵାଗତିକା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights