ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ

Creat A Revolution

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡାସ୍ଥିତ ୧୩୬ ବିଏସଏଫ ବାଟାଲିୟନ ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ବିଏସଏଫ ବାଟାଲିୟନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା lକାର୍ଯ୍ୟକ୍ରମରେ ବିଏସଏଫ ୧୩୬ ବାଟାଲିୟନର କମାଣ୍ଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଅନ୍ୟାନ୍ୟ ଅଫିସର ଓ ଯବାନଙ୍କ ସମେତ ମୋଟ ୭୬ ଜଣ ଏହି ସ୍ୱଛତା ଅଭିଯାନରେ ସାମିଲ ହୋଇଥିଲେ l ଏହି ଅବସରରେ ଯବାନମାନଙ୍କ ଦ୍ୱାରା ନୁଆସାହି ସ୍ଥିତ ନାରାୟଣ ସେବାକେନ୍ଦ୍ର ବୃଦ୍ଧାଶ୍ରମ ପରିସରରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights