ଚକା ବ୍ଲାଷ୍ଟରୁ ଦୁର୍ଘଟଣା ୧୦ ଫୁଟ ତଳକୁ ଖସିଲା ଗାଡି

Creat A Revolution

ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୀତାପଡି ବୁଲାଣି ରାସ୍ତାରେ ଘଟିଛି ଅଘଟଣ l ଚଳନ୍ତା ଗାଡିର ଆଗ ଚକା ବ୍ଲାଷ୍ଟରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି l ସୀତାପଡି ବୁଲାଣି ରାସ୍ତାରେ ଏକ ବୋଲେରୋର ଆଗ ଚକା ପାଟି ଗାଡିଟି ୧୦ ଫୁଟ ତଳକୁ ଖସି ପଡିଥିଲା l ଦୁର୍ଘଟଣା ଗସ୍ତ ବୋଲେରୋ ଗାଡଟି ମୁନିଗୁଡାରୁ ବାଲିଗୁଡା ଆସୁଥିଲା l ତେବେ ଏହି ଦୁର୍ଘଟଣାରେ ମୃତ୍ୟୁମୁଖ ରୁ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର l ଦୁର୍ଘଟଣା ସୂଚନା ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights