ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତତ ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ଙ୍କ ମନ ର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁ କୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ…
Author: bnsnewsodisha
ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଦାଦନ ଶ୍ରମିକ ମାସେ ପରେ ପୋଲିସ ଦ୍ୱାରା ଉଦ୍ଧାର
ଫିରିଙ୍ଗିଆ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ସଦର ଏସଡିପିଓ I କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଭକ୍ତ ଚରଣ ମଲିକଙ୍କୁ ମାସକ ପରେ ଉଦ୍ଧାର କରାଯାଇଛି। କନ୍ଧମାଳ ଏସପି…
ବୈଦ୍ୟେଶ୍ୱର ପଞ୍ଚାୟତରେ ଝାଡ଼ା ବାନ୍ତି ପିଲାଙ୍କ ସମେତ ଲୋକ ହେଲେ ଆକ୍ରାନ୍ତ , ହୋଇପାରୁନି ଝାଡ଼ା ବାନ୍ତି ବନ୍ଦ ଡାକ୍ତର ଅଣାୟତ୍ତ
ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ – କଟକଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ବାହାଘର ଭୋଜିଖାଇ ପିଲାଙ୍କ ସମେତ ବଡ଼ଲୋଜ ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ମେଡ଼ିକାଲରେ ଭର୍ତିହେଲେ ଶତାଧିକ ଗ୍ରାମବାସୀ | ଗତ ତା ୧୬/୦୨/୨୦୨୫ ରବିବାର ଦିନ ଗ୍ରାମରେ ବଡ଼ସାହିରେ ପଦ୍ମ…
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା…
ମାଲା ଗ୍ରାମରେ ଇଷ୍ଟଦେବୀ ମାଁ ପିତବଳୀ ବାର୍ଷିକ ପୁଜା ଉତ୍ସବ ଉଦଘାଟନରେ ଯୋଗଦେଲେ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ…
ଫୁଲବାଣୀ ପଞ୍ଚାୟତ ସମିତିର ନୂତନ ବିଡିଓଙ୍କୁ ବିଜେପି କର୍ମୀଙ୍କ ସ୍ୱାଗତ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ…
ଜମିରେ ପାଣି ମଡ଼ାଇବାକୁ ନେଇ ହିଂସା: ପୁତୁରାର କୋଡ଼ି ଚୋଟରେ କାକା ମୃତ
ସୋନପୁର/ଖାରି -: ସୁବର୍ଣ୍ଣପୁର ଜିଲ୍ଲାତରଭା ଥାନା ପାଣିମୋରା ଗାଁରେ ଜମିବାଡ଼ିକୁ କେନ୍ଦ୍ରକରି ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନବୀନ ମଲ୍ଲିକl ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ନବୀନ ନିଜେ ଚାଷ କରିଥିବା ଡ଼ାଳୁଅ ଧାନ କିଆରିରେ ପାଣି…
ଗର୍ଭନିରୋଧକ ବଟିକା ଖାଉଥିବା ମହିଳାମାନେ ସାବଧାନ୍! ଏଥିରେ ୨ଟି ମାରାତ୍ମକ ରୋଗ ବଢ଼ିବାର ଆଶଙ୍କା, ନୂଆ ଷ୍ଟଡୀରେ ଖୁଲାସା
ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ଔଷଧ ବ୍ୟବହାର କରାଯାଏ । ଏଥିମଧ୍ୟରୁ କିଛି ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହୁଏ, ଯେତେବେଳେ ଅନେକ ଔଷଧ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ମହିଳାମାନେ ପ୍ରାୟତଃ ଏହି ଔଷଧଗୁଡ଼ିକ ପ୍ରତି ଅସାବଧାନ…
ପାଣ୍ଡିଆନଙ୍କ ନାଁରେ ସାଂଘାତିକ ଅଭିଯୋଗ, “ଗୋପାଳ ନୁହେଁ ନବଙ୍କୁ ମାରିଛନ୍ତି ପାଣ୍ଡିଆନ”
ଭୁବନେଶ୍ୱର -: ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ IAS ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସଂପୃକ୍ତି। ସିଧାସିଧା ଅଭିଯୋଗ କଲେ ଗୋପାଳ ନୁହେଁ “ନବଦାସଙ୍କୁ ମାରିଛନ୍ତି ପାଣ୍ଡିଆନ”। ତାଳ ଗଛ…