ମାଈ ହାତୀର ମୃତଦେହ ଠାବ

ନର୍ଲା : ରାଜ୍ୟରେ ହାତୀ ମୃତ୍ୟୁ ହାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଅନେକ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର…

ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ‘ନୂଆଖାଇ’

ନୂଆଖାଇ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ଭାବେ କେଉଁ ଏକ ସ୍ମରଣାତୀତ କାଳରୁ ପାରମ୍ପରିକ ରିତିନିତି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି। ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ…

ନର୍ଲା ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ

ନର୍ଲା -: କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…

ପଞ୍ଚାୟତ ସ୍ତରୀୟ ଜନଶୁଣାଣିକୁ ଯୋଗଦେବା ପାଇଁ ଯାଇ ବିଡ଼ିଓ ହଟହଟା

ଥୁଆମୁଳ ରାମପୁର, (ନିଲେଶ କୁମାର ନାଗ) : କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ପଞ୍ଚାୟତରେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରୁଥିବା ବେଳେ । ନାକରୁଣ୍ତି ପଞ୍ଚାୟତ ଠାରେ…

କଳାହାଣ୍ଡିରେ ନୂଆଖାଇ : ଭିନ୍ନତା ଭିତରେ ଏକତାର ବାର୍ତ୍ତା

କଳାହାଣ୍ଡି -: ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣଚେତନାର ପର୍ବ ଭାବେ କେଉଁ ଏକ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି। ତେବେ ଭିନ୍ନ ପ୍ରଥା ଓ ପରମ୍ପରା ଯୋଗୁଁ କଳାହାଣ୍ଡିର ନୂଆଖାଇ ନିଜର…

ବିଧବା ଭତ୍ତା ପାଇଁ ୭ବର୍ଷ ହେଲା ଦୈାଡୁଛନ୍ତି ସୁରୁଚି ବେହେରା : ଦୁଃଖ ଶୁଣିବେକି ମୋହନ ସରକାର

କନ୍ଧମାଳ -: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ…

ବାପାଙ୍କ ମୃତ୍ୟୁ ପରେ ଝିଅ କାନ୍ଧରେ ଦୁଇ ମା’ଙ୍କ ବୋଝ

ଧର୍ମଗଡ(ଗଣେଶରାମ ବାଗ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ଗିରିଧାରୀଙ୍କ ପରିବାର କହିଲେ ୨ଟି ସ୍ତ୍ରୀ ରେବତୀ ଓ ସାବିତ୍ରୀ ଏବଂ ଏକମାତ୍ର ଝିଅ ଚଞ୍ଚଳା…

ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଛି – ମମତା ବାନାର୍ଜୀ !

କୋଲକାତା -: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ଦାବି କରିଛନ୍ତି। ପଶ୍ଚିମବଙ୍ଗ…

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡିର ବାଜିମାତ୍

ନୟାଗଡ଼ -: ଉପନିର୍ବାଚନରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବିଜେଡି ବାଜିମାତ୍ କରିଛି । ପୁଣି ଥରେ ଅଧ୍ୟକ୍ଷା ପଦ ସାବିତ୍ରୀ ପ୍ରଧାନ ହାତେଇଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସାବିତ୍ରୀଙ୍କୁ ମୋଟ ୨୦…

error: Content is protected !!
Verified by MonsterInsights