ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଦାଦନ ଶ୍ରମିକ ମାସେ ପରେ ପୋଲିସ ଦ୍ୱାରା ଉଦ୍ଧାର

ଫିରିଙ୍ଗିଆ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ସଦର ଏସଡିପିଓ I କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଭକ୍ତ ଚରଣ ମଲିକଙ୍କୁ ମାସକ ପରେ ଉଦ୍ଧାର କରାଯାଇଛି। କନ୍ଧମାଳ ଏସପି…

ମାଲା ଗ୍ରାମରେ ଇଷ୍ଟଦେବୀ ମାଁ ପିତବଳୀ ବାର୍ଷିକ ପୁଜା ଉତ୍ସବ ଉଦଘାଟନରେ ଯୋଗଦେଲେ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ…

ଫୁଲବାଣୀ ପଞ୍ଚାୟତ ସମିତିର ନୂତନ ବିଡିଓଙ୍କୁ ବିଜେପି କର୍ମୀଙ୍କ ସ୍ୱାଗତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ…

କନ୍ଧମାଳରେ ଲଜ୍ଜା: ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ

କନ୍ଧମାଳ -: କନ୍ଧମାଳ ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ଥିବାରୁ ଖରାପ ବ୍ୟକ୍ତିଙ୍କର ଜାଲରେ ଫସିଯାଇ କମ୍‌ ବୟସର ଝିଅମାନେ ଏହି ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପାନୁଆ ଦିଗାଲ ଙ୍କ ଘର ପୋଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ର ଡୁଡ଼ୁକି ଗ୍ରାମପଞ୍ଚlୟତ ରେ ଥିବା କୌଲିପାଙ୍ଗା ଗ୍ରାମରେ ଆଜି ସକାଳ ପ୍ରାୟ ସାଢେ଼ ଦଶଟା ରୁ ଏଗାର ଟା ମଧ୍ୟରେ ପନୁଆ ଦିଗାଲ ଙ୍କ ଘର ବିଦ୍ୟୁତ୍ ତାର ସଂସ୍ପର୍ଶରେ…

ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ : ବୈଠକ ରେ ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ଡକା ଯାଇନଥିବା ଅଭିଯୋଗ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କୁ ନେଇ ବ୍ଲକ ସ୍ଥରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ରେ କାର୍ଯ୍ୟରତ…

ଗୋଟିଏ କୋଠରୀ ରେ ଚାଲିଛି ପାଞ୍ଚଟି ଶ୍ରେଣୀ , ଶ୍ରେଣୀ କୋଠରୀ ଅଭାବ ରୁ ବାଧାପ୍ରାପ୍ତ ହେଉଛି ପାଠ ପଢା

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ବିଦ୍ୟାଳୟ ଅଛି ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି I କିନ୍ତୁ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ରୁ ପାଠପଢା ସମ୍ପୂର୍ଣ ମାତ୍ରା ରେ ବାଧାପ୍ରାପ୍ତ…

ଫୁଲବାଣୀ ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଲେ

ଗଞ୍ଜାମ ପରେ କନ୍ଧମାଳରେ ମନ୍ଦିରକୁ ଟାର୍ଗେଟ୍ଲକ୍ଷାଧିକ ଟଙ୍କା ସହ ତିନି ଠାକୁରଙ୍କ ସୁନାଚିତା ନେଇଗଲେ ଫୁଲବାଣୀ -: ଗତବର୍ଷ ନଭେମ୍ବର ମାସରୁ ଗଞ୍ଜାମ ଜିଲ୍ଲାର ଗୋଟିଏ ପରେ  ଗୋଟିଏ ମନ୍ଦିରକୁ ଚୋର ଗ୍ୟାଙ୍ଗ୍ ଟାର୍ଗେଟ୍ କରିଆସୁଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ମନ୍ଦିର ଉପରେ…

ମାଁ ଉକୁଡୁଡୁ ସରୁପେନୁ ପାରମ୍ପରୀକ ବାର୍ଷିକ ପୂଜା ଆୟଜିତ

କନ୍ଧମାଳ ଜିଲ୍ଲା (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ୍ତ ଫୁଲବାଣୀ ବ୍ଲକ ଜାମଝିରୀ ପଞ୍ଚାୟତ ରେ ନିତି ନିୟମ ପାଳନ କରି ପାରମ୍ପରୀକ ପୂଜା ବହୁ ଆଡ଼ମ୍ୱରେ ପାଳନ ହୋଇଯାଇଛି । ଏହି ପାରମ୍ପରୀକ ପୂଜାକୁ ଏଠାକାର ମୂଳ…

ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ

ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ । କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ପଞ୍ଚାୟତ ପୁଡୁନି ସୁଗା ସେବାଶ୍ରମ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ…

error: Content is protected !!