ପାଣ୍ଡିଆନଙ୍କ ନାଁରେ ସାଂଘାତିକ ଅଭିଯୋଗ, “ଗୋପାଳ ନୁହେଁ ନବଙ୍କୁ ମାରିଛନ୍ତି ପାଣ୍ଡିଆନ”

ଭୁବନେଶ୍ୱର -: ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ IAS ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସଂପୃକ୍ତି। ସିଧାସିଧା ଅଭିଯୋଗ କଲେ ଗୋପାଳ ନୁହେଁ “ନବଦାସଙ୍କୁ ମାରିଛନ୍ତି ପାଣ୍ଡିଆନ”। ତାଳ ଗଛ…

ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।

ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ…

ମାରି ଦେଉଛି ରହସ୍ୟମୟ ରୋଗ ! ନେଲାଣି ୧୭ ଜଣଙ୍କ ଜୀବନ

ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି। ଆତଙ୍କ ଖେଳାଇବାରେ ଲାଗିଛି ରହସ୍ୟମୟ ରୋଗ। ନେଲାଣି ୧୭ ଜଣଙ୍କ ଜୀବନ। ଏତେ ଲୋକ…

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାହା ଆଜି ପ୍ରମାଣିତ ହେବାକୁ ଯାଉଛି। ଆଜି ଏଭଳି ଚାଞ୍ଚଲ୍ୟକର…

କମ୍ ଖର୍ଚ୍ଚରେ ତିଆରି ହେବ ଉଚ୍ଚକ୍ଷମତା ବିଶିଷ୍ଟ ବ୍ୟାଟେରୀ

ରାଉରକେଲା -: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ନୂଆ କ୍ୟାଥୋଡ୍‌ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହାକି ଭାରତର ବୈଦ୍ୟୁତିକ ଯାନ (ଇଭି) ଓ ନବୀକରଣଯୋଗ୍ୟ ଶକ୍ତି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଅନୁଷ୍ଠାନର ଗବେଷକମାନେ ଲିଥିୟମ୍-ଆୟନ ବ୍ୟାଟେରୀ ପାଇଁ ଏକ…

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ୫ ପୁଲିସ ଅଧିକାରୀ

କଟକ -: ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି |…

ହାଇକୋର୍ଟଙ୍କ ନିର୍ଦ୍ଦେଶ : ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇ ପାରିବନି

କଟକ -: ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ…

ମମତାଙ୍କ ପରେ ସୁଜିତ୍ ରାଜ୍ୟସଭା ପଦରୁ ଇସ୍ତଫାଦେଇ, ପଦ୍ମ ଧରିଲେ

ଭୁବନେଶ୍ବର -: ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି।…

ସୁଭଦ୍ରା ନିୟମ ବଦଳିଲା ଲାଗୁ ହେଲା ଏହି ନିୟମ : ଆଧାର ସହ ମୋବାଇଲ୍ ନମ୍ବର୍ ଲିଙ୍କ ଜରୁରୀ ନୁହେଁ 

ସୁଭଦ୍ରା ନିୟମ ବଦଳିଲା ଲାଗୁ ହେଲା ଏହି ନିୟମ : ଆଧାର ସହ ମୋବାଇଲ୍ ନମ୍ବର୍ ଲିଙ୍କ ଜରୁରୀ ନୁହେଁ  #subhadrayojana #bnslive

“ସୁଭଦ୍ରା” ଯୋଜନା ପାଇଁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକେ

ସାଧାରଣ ଗରିବ ମହିଳାଙ୍କୁ ଶୋଷଣ କରୁଛି ସୁଭଦ୍ରା ଯୋଜନା । କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠିର ବ୍ୟକ୍ତି ବିଶେଷ ହେଉଛନ୍ତି ମାଲେମାଲ । ଆଧାର କାର୍ଡ ଲିଙ୍କ ପାଈଁ ସବୁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଖଚାଖଚ ଭିଡ଼ । ଯିଏ ଲିଙ୍କ…

error: Content is protected !!