ମନ୍ତ୍ରୀ, ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ ! ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ

ଆନ୍ଧ୍ର ପ୍ରଦେଶର କୋନାସୀମା ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ମଙ୍ଗଳବାର ଏଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଅମଲାପୁରମ୍‌ ସହରରେ ଏହି ହିଂସା ଘଟାଇଥିଲେ। ସେମାନେ ପୋଲିସ ଉପରକୁ ଢେଲା, ପଥର ମାଡ଼ କରିବା ସହ ରାସ୍ତାପାର୍ଶ୍ୱରେ ଥିବା…