ବାହା ନ ହୋଇ ମା’ ହେଲେ ଅନୁଷା ଦାଣ୍ଡେକର, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଅନୁଷା ଦାଣ୍ଡେକର ଟିଭି ଆଙ୍କର ତଥା ଭିଡିଓ ଜକି ଭାବେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଅନୁଷା କରନ କୁନ୍ଦ୍ରାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ କରନଙ୍କ ସହିତ ଥିବା ସଂପର୍କକୁ ନେଇ ବେଶ୍‌…