କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର ପୋଲଖୋଲ ଅଭିଯାନ

ନୂଆଦିଲ୍ଲୀ -: ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର ପୋଲଖୋଲ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ତାଲକଟୋରା ଷ୍ଟାଡିୟମରେ ବିଜେପିର ଜାତୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ବିଜେପି ପ୍ରଭାରୀ ‌ବୈଜୟନ୍ତ ପଣ୍ଡା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।…

error: Content is protected !!
Verified by MonsterInsights