ପୁଣି ଥରେ ଲଢେଇ ମଇଦାନରେ ଭାରତ-ପାକ୍‌, ଆସନ୍ତୁ ଜାଣିବା କେବେଠାରୁ କେଉଁଠି ହେବ ଏସିଆ କପ୍‌…

ପ୍ରମୁଖ ଚଚ୍ଚ୍‌ର୍ିତ ଦୁଇ ଦେଶ ପୁଣି କ୍ରକେଟ ମହାକୁମ୍ଭରେ ଲଢେଇ ମଇଦାନରେ ମୁହାଁମୁହିଁ ହେବେ । ତେବେ କେଉଁ କେଉଁ ଦେଶ ଏହି ଏସିଆ ମ୍ୟାଚରେ ଭାଗ ନେଉଛନ୍ତି ଆସନ୍ତୁ ଜାଣିବା ଚଳିତ ବର୍ଷ ଟି-୨୦ ଫର୍ମାଟରେ ଏସିଆ କପ୍ ଆୟୋଜିତ…