RI ଅଫିସ ଗୃହରେ ଉଠିଲା ଲଟାଗଛ, ପାଣିଟାଙ୍କିର ଅବସ୍ଥା ଶୋଚନୀୟ କ୍ୟାମେରାରେ କଏଦ ହେଲା ଫଟୋ

ବାଙ୍କୀ-ବୈଦେଶ୍ୱର (ବ୍ରହ୍ମାନନ୍ଦ ପ୍ରଧାନ) -: ବୈଦେଶ୍ୱର ଆରାଇ ଅଫିସର ଛାତ ଉପରେ ଗଛ ଉଠିବା ସାଙ୍ଗକୁ ଶିଉଳି ଲାଗିବା ସହ କାନ୍ଥରେ ଚତୃ ପାର୍ଶ୍ଵରେ ମାଡିଚାଲିଛି ଲଟାଗଛ l ଅଫିସର କର୍ମଚାରୀଙ୍କ ଦ୍ୱାରା ପ୍ରତିଦିନ ଚାଲୁରହିଛି ଅଫିସ କାର୍ଯ୍ୟ କିନ୍ତୁ କେବଳ…

error: Content is protected !!
Verified by MonsterInsights