ବନ୍ଧୁକ ଲଗାଇ ମୋବାଇଲ ଦୋକାନରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଉଦ୍ଧାର

ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାର ରେ ଥିବା ଏକ ମୋବାଇଲ ଦୋକାନର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗତ ୨୦ ତାରିଖ ସନ୍ଧ୍ୟାରେ ତିନିଜଣ ଯୁବକ ମୋବାଇଲ, ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ…

ଭିରୁଡାରେ ହାତୀଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଫସଲ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତରେ ଗତକାଲି ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ୩/୪ ଟି ବଣୁଆ ହାତୀ ଆସି ଗ୍ରାମର ଅନେକ ଚାଷୀଙ୍କ ଆଖୁ, ମକା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।…

ପ୍ରଥମ କିରଣ ସ୍ମାରକୀ କ୍ରିକେଟ, ଆଠଗଡକୁ ହରାଇ ଢେଙ୍କାନାଳ ସେମିଫାଇନାଲରେ …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆ ରେ ସୋମପଡା ର ପୂର୍ବତନ ଖେଳାଳୀ ଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବ ର ସଦସ୍ୟ ଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର କ୍ରିକେଟ ଆସୋସିଏସନ…

ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ କୋର୍ଟ ଚାଲାଣ …

ତିଗିରିଆ – ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପରିଡା ସାହିରେ ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇ ଆଜି କୋର୍ଟ ଚାଲାଣ କରାଯାଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା…

ନୂଆପାଟଣାରେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୁଣାକାର ମାନଙ୍କୁ ତନ୍ତ ସାମଗ୍ରୀ ସହାୟତା ବଣ୍ଟନ …

ତିଗିରିଆ – ସହକାରୀ ବୟନ ନିର୍ଦେଶକ ଆଠଗଡଙ୍କ ସଂଯୋଜନାରେ ତଥା ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ଜରିଆରେ ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ବୁଣାକାର ସମିତି ସହଯୋଗରେ ଅଞ୍ଚଳର ଶତାଧିକ ବୁଣାକାର ମାନଙ୍କୁ ତନ୍ତ ସାମଗ୍ରୀ ବଣ୍ଟନ କରାଯାଇଛି।…

ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଶଙ୍ଖାମେରୀକୁ ହରାଇ ପଙ୍କାଳ ସେମିରେ …

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମରେ ଆସୋସିଏସନ ଦିବ୍ୟଜ୍ୟୋତି ଆନୁକୂଲ୍ୟରେ ଚାଲିଥିବା ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଂଟ ର ଆଜିର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଶଙ୍ଖାମେରୀ ର ବାପୁଜି ଫୁଟବଲ କ୍ଳବ କୁ…

ଖଣ୍ଡହତାରେ ୨୦୨୨ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ …

ତିଗିରିଆ -ତିଗିରିଆ ବ୍ଲକ ଅନ୍ତର୍ଗତ ବଡନାଉପୁଟ ପଞ୍ଚାୟତ ସ୍ଥିତ ଖଣ୍ଡହତା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାପୀଠ ର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ଏକ ବୈଠକ ଅଂଶୁପା ହ୍ରଦ ନିକଟରେ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ପ୍ରଜ୍ଞାନ ରାଉତ…

କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ …

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତସ୍ଥିତ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଦୀର୍ଘ ୭ ଦିନ ଧରି ଚାଲିଥିବା ଏନଏସଏସ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରୋଗ୍ରାମ ଅଫିସର ଗଣେଶ୍ୱର…

ଅମ୍ଳାନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା

ତିଗିରିଆ -: ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା ଅମ୍ଳାନ ଯୋଜନା ତଥା ରକ୍ତହୀନତା ରୋଗର ନିରାକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ର ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ…

ତିଗିରିଆ ବ୍ଲକ କାର୍ଯ୍ୟାଳୟରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ତିଗିରିଆ -: ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ…