ଦୁର୍ଘଟଣାରେ ମୃତ୍ୟୁପରେ, ଡ୍ରାଇଭରକୁ ଜିଅନ୍ତା ଜାଳିଦେଲେ

ଅଲିରାଜପୁର -: ମଧ୍ୟପ୍ରଦେଶର ଅଲିରାଜପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଏକ ପିକ୍‌ଅପ୍‌ ଭ୍ୟାନ ୮ ବର୍ଷୀୟା ଜଣେ ନାବାଳିକାକୁ ମାଡ଼ି ଦେବା ପରେ ରାଗରେ ଆସି ସ୍ଥାନୀୟ ଲୋକେ ଡ୍ରାଇଭର୍‌କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ…

error: Content is protected !!
Verified by MonsterInsights