କାନଡାରେ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖା, ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି ଦାବି

ଟରଣ୍ଟୋ -: ‌ଟ‌ରଣ୍ଟୋସ୍ଥିତ ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର‌’ରେ ଲିଖିତ ଭାରତ ବିରୋଧୀ ସ୍ଲୋଗାନ୍‌କୁ ଆଜି ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି କାନଡୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…