ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପାକ ସେନାଙ୍କ ଚେତାବନୀ, ଗାଦୀ ଛାଡ ନହେଲେ …

ଇସ୍‌ଲାମାବାଦ -: ଇମ୍ରାନ ସରକାର ବେଳା ଖରାପ ଚାଲିଛି । ସେ ଯେଉଁଠାକୁ ଯାଉଛନ୍ତି ସବୁଠି ନିରାଶ ହେବାକୁ ପଡୁଛି ହେଲେ ମୁହଁ ଫୁଟାଣି ଛାଡିନି । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବହିଷ୍କାର…