ନିଶା କାରବାରକୁ ନେଇ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଗଡିଲା ୩ ମୁଣ୍ଡ…

ଭୁବନେଶ୍ୱର -: ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍‌ -୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଲେଡି ଡନ୍‌ ଓ ତାଙ୍କ ସ୍ୱାମୀ ସମେତ ସହଯୋଗୀ । ଘଟଣାରେ ଜଣେ ମୃତ…