ବସି ଖାଇଦେଲେ … ମୋ କବିତା

ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…

ରକ୍ତରେ ରଙ୍ଗ ଖେଳ

ଲେଖକ – ଜଗନ୍ନାଥ ଚୌଧୁରୀ ହଁ, ମୁଁ ରଙ୍ଗ ଖେଳ ଦେଖିଛିଏଇ ନିକଟ ଅତୀତରେ,ନିର୍ବାଚନ ସମୟରେଆମ ଗାଁ ଗହଳିରେ କ୍ଷକ୍ଷଏବେ ପୁଣି ଆରମ୍ଭ ହେଲାଣିସହର,ନଗର ଆଉ ବସ୍ତିରେ,ହାରିବାର ଭୟରେଅବା ବିଜୟର ଖୁସିରେ କ୍ଷକ୍ଷନିଇତି ରଙ୍ଗ ଖେଳ ହୁଏଲାଲ ରଙ୍ଗରେବୋଧେ ଅନ୍ୟ ରଙ୍ଗରଅଭାବ…