ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ : ହାଇକୋର୍ଟ

ଚଣ୍ଡୀଗଡ଼ : ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା…

error: Content is protected !!
Verified by MonsterInsights