ବିଜେପିକୁ ଭୋଟ ଦେଇଥିଲେ ରାଜ୍ୟରେ ବଞ୍ଚିବା ଅସମ୍ଭବ, ପରିଣାମ ହେବ ଭୟଙ୍କର(video)

କୋଲକାତା -: ପଶ୍ଚିମବଙ୍ଗରେ ଚାରିଟି ବିଧାନସଭା ଓ ଗୋଟିଏ ଲୋକସଭା ଉପନିର୍ବାଚନ ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ ବିଧାୟକ ନରେନ ଚକ୍ରବର୍ତ୍ତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭୋଟରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି ।…

error: Content is protected !!
Verified by MonsterInsights