ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌, କିଏ ହେବେ ପରବର୍ତ୍ତି ରାଷ୍ଟ୍ରପତି ଆସନ୍ତୁ ଜାଣିବା

ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌ । ଚୀନ ରାଷ୍ଟ୍ରପତିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁନଥିବା କୁହାଯାଇଛି । ସେ ଏକ ମସ୍ତିଷ୍କ ରୋଗରେ ପୀଡିତ ଥିବା ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ହେଉଛି । କୋଭିଡ ୧୯ କୁପରିଚାଳନା ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦାଯାଇଛି ।

Advertisement

ଉଭୟ କାରଣରୁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଚୀନ କମ୍ୟୁନିଷ୍ଟ ପାର୍ଟି ଉପରେ ଦେଶବାସୀ ଖପ୍ପା ଅଛନ୍ତି । ଏହାସହ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଚୀନର ସମସ୍ୟାକୁ ଆହୁରି ବଢାଇ ଦେଇଛି । ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗକୁ ଦାୟିତ୍ୱ ମିଳିପାରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!