Creat A Revolution
ଭୁବନେଶ୍ବର
Advertisement
ସେହି ସମୟରେ ଦ୍ରୌପଦୀ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପିଲାଟି ଦିନରୁ ଦ୍ରୌପଦୀ ମେଧାବୀ ଥିଲେ ବୋଲି ଶିକ୍ଷକ ଶ୍ରୀଯୁକ୍ତ ବେହେରା କହିଛନ୍ତି । “ଦ୍ରୌପଦୀ ସପ୍ତମ ଶ୍ରେଣୀ ପରୀକ୍ଷାରେ ଫାଷ୍ଟ କ୍ଲାସରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ଚାଲିଗଲେ । ଦ୍ରୌପଦୀ ଯେ ଆଗକୁ ଜଣେ ବଡ଼ଲୋକ ହେବେ ଏହା ପିଲାଦିନୁ ଜଣା ପଡ଼ିଥିଲା । ସେ ଠିକ୍ ସମୟରେ ସ୍କୁଲକୁ ଆସୁଥିଲେ, ଭଲ ପାଠ ପଢୁଥିଲେ । ତାଙ୍କର ଖେଳକୁଦରେ ମଧ୍ୟ ଆଗ୍ରହ ଥିଲା ଏବଂ ସେ ଭଲ ଦୌଡ଼ିପାରୁଥିଲେ”, ବୋଲି କହିଛନ୍ତି ବାସୁଦେବ ସାର୍ ।
Advertisement
Discover more from bnslive.in
Subscribe to get the latest posts sent to your email.