ସାଲେପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Creat A Revolution

ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଆଜି ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ମୁତାବକ କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ମଟାଟୋ ଗାଡିରେ କିଛି ଯାତ୍ରୀ ଆସୁଥିବା ସମୟରେ ସାମ୍ନା ରୁ ଆସୁଥିବା ଏକ ସାର ବୋଝେଇ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ l

Advertisement

ତିନି ଜଣ ଗୁରୁତର ଓ ଜଣେ ମହିଳା ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନ ପୋଲିସ ପହଁଞ୍ଚି ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ସାଲେପୁର ଗୋଷ୍ଠିସ୍ଵାସ୍ତ୍ୟକେନ୍ଦ୍ର କୁ ପଠାଇବା ସହ ରୋଡ଼ ରେ ପଡି ରହିଥିବା ଗାଡି ଦୁଇଟି କୁ ରାସ୍ତାରୁ ସାଇଡ କର ରସ୍ତାକ୍ଲିୟର କରିଥିଲେ l

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights