Creat A Revolution
ବଡମ୍ବା/ ତିଗିରିଆ –:
Advertisement
ଚାଟ୍ ଖାଇବାର କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସେମାନଙ୍କୁ ମାଣିଅବନ୍ଧ ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ଦୁଇ ଛୁଆ ଓ ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଦିନ ପୁର୍ବରୁ ସ୍ୱାମୀ ଗୋବିନ୍ଦ ପାତ୍ର ଭଲ ହୋଇ ଘରକୁ ଫେରିବା ପରେ ଗୋବିନ୍ଦଙ୍କ ଉପରେ ଶ୍ୱଶୁର ଘର ଲୋକଙ୍କ ସନ୍ଦେହ ଉପୁଜିବା ପରେ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ପର୍ଦ୍ଦାଫାସ୍ କରିବା ସହ ଗୋବିନ୍ଦଙ୍କୁ ତୁରନ୍ତ ତଦନ୍ତପରିସର ଭୁକ୍ତ କରି ବାକୁ ଦାବି କରିଛନ୍ତି ଶ୍ୱଶୁର । ଅନ୍ୟପଟେ ଗୋବିନ୍ଦ ଏନେଇ କିଛି ଜାଣିନଥିବା କହିଛନ୍ତି ।
Advertisement
Discover more from bnslive.in
Subscribe to get the latest posts sent to your email.