କୁଆଁରୀ ଝିଅଙ୍କୁ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଡେଟିଂ ପରାମର୍ଶ …

Creat A Revolution

ନୂଆଦିଲ୍ଲୀ -:

Advertisement
 ବିଭିନ୍ନ ଉନ୍ନତ ରାଷ୍ଟ୍ରଗୁଡିକରେ ବ୍ୟକ୍ତିଗତ ଜୀବନରେ ସୃଷ୍ଟି ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତିଙ୍କ କୁଆଁରୀ ଝିଅମାନଙ୍କୁ ଦେଇଛନ୍ତି ଡେଟିଂ ପରାମର୍ଶ । ପ୍ରେମ କଲାବେଳେ ୩୦ ବର୍ଷ ଯାଏ କୌଣସି ବ୍ୟକ୍ତିଙ୍କ ପ୍ରତି ସିରିୟସ୍ ହୁଅନି ବୋଲି ବାଇଡେନ ପରାମର୍ଶ ଦେଇଛନ୍ତି । ଏକ କଲେଜର କାର୍ଯ୍ୟକ୍ରମରେ ଜଣେ ଝିଅକୁ ବାଇଡେନଙ୍କ ଏହି ଡେଟିଙ୍ଗ୍ ପରାମର୍ଶ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଇରଭିନ୍ ଭ୍ୟାଲି କମ୍ୟୁନିଟି କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

biden

କିଛି ସମୟ ଧରି ନିକଟରେ ଛିଡା ହୋଇଥିବା ଜଣେ ଝିଅକୁ ଡେଟିଂ ପରାମର୍ଶ ଦେଇଥିଲେ । କହିଥିଲେ, ମୁଁ ମୋ ଝିଅ ଏବଂ ନାତୁଣୀଙ୍କୁ କହିଛି ଯେ ପର୍ଯ୍ୟନ୍ତ ୩୦ ବର୍ଷ ନହୋଇଛି ସେପର୍ଯ୍ୟନ୍ତ କୌଣସି ପୁଅ ପ୍ରତି ସିରିୟସ୍ ହେବନ । ବାଇଡେନ୍ଙ୍କ ଏପରି ମନ୍ତବ୍ୟରେ ପ୍ରଥମେ ଅସହଜ ହୋଇଯାଇଥିଲେ ଯୁବତୀ ଜଣକ । ଏହା ପରେ କହିଥିଲେ, ମୁଁ ଏକଥା ପ୍ରତି ଧ୍ୟାନ ରଖିବି । ବାଇଡେନଙ୍କ ଏହି ପ୍ରେମ ପରାମର୍ଶ ଏବେ ବେଶ ଚର୍ଚ୍ଚାରେ ରହିଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights