ସ୍ତ୍ରୀଙ୍କ ଠାରେ ପୁରୁଷଙ୍କ ଅପେକ୍ଷା ୮ ଗୁଣା ଅଧିକ ଥାଏ ଏହି ଇଚ୍ଛା, କଣ ଏହି ସବୁ ଇଛା ଆସନ୍ତୁ ଜାଣିବା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ । ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ସ୍ତ୍ରୀଙ୍କର ଏମିତି କେଉଁ ଇଚ୍ଛା ଯାହା ପୁରୁଷଙ୍କ ତୁଳନାରେ ସ୍ତ୍ରୀଙ୍କର ବହୁ ଗୁଣ ଅଧିକ ହୋଇଥାଏ ।

Advertisement

ଶ୍ଳୋକ : ସ୍ତ୍ରୀଣାଂ ଦ୍ୱିଗୁଣ ଆହାରୋ ଲଜ୍ଜା ଚତୁର୍ଗୁଣା ।

ସାହସଂ ଷଡ୍‌ଗୁଣଂ ଚୈବ କାମଶ୍ଚାଷ୍ଟଗୁଣଃ ସ୍ମୃତଃ ।।

subscribe Now

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ସ୍ତ୍ରୀଙ୍କର ପୁରୁଷଙ୍କ ତୁଳନାରେ ଖାଦ୍ୟ ଦୁଇଗୁଣ ଅଧିକ ହୋଇଥାଏ । ସେହିପରି ପୁରୁଷଙ୍କ ତୁଳନାରେ ସ୍ତ୍ରୀଙ୍କର ଲଜ୍ଜା ଚାରି ଗୁଣ, ସାହସ ଛଅ ଗୁଣ ଓ ଯୌନାକାଂକ୍ଷା ଇଚ୍ଛା ପୁରୁଷଙ୍କ ତୁଳନାରେର ଆଠ ଗୁଣ ଅଧିକ ହୋଇଥାଏ । ଚାଣକ୍ୟଙ୍କ ମତରେ ସ୍ତ୍ରୀଙ୍କ ଭିତରେ ଶାରିରୀକ ସମ୍ପର୍କ ପୁରୁଷଙ୍କ ଅପେକ୍ଷା ୮ ଗୁଣ ଅଧିକ ଥିଲେ ମଧ୍ୟ ସେମାନେ କେବେ ମୁହଁ ଫିଟାଇ କହି ନଥାନ୍ତି । ତେଣୁ ସେମାନଙ୍କୁ ଲଜ୍ଜାବତୀ ବୋଲି କୁହଯାଇଥାଏ । ଚାଣକ୍ୟ ଆହୁରି କହିଛନ୍ତି ଯେ ସ୍ତ୍ରୀଙ୍କର ଲଜ୍ଜା ଭାବନା ଓ ସହନଶୀଳତା ପୁରୁଷଙ୍କ ଅପେକ୍ଷା ଅଧିକ ହୋଇଥାଏ । ହେଲେ ସେମାନେ ଏହି ଇଚ୍ଛା ବିଷୟରେ କହିନଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!