ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

Creat A Revolution

ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଭେନ୍ୟୁ ଓ ତାରିଖ ଘୋଷଣା କରିସାରିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ପରେ ଏହି ସିରିଜ ଆରମ୍ଭ ହେବ।

Advertisement

ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ ୨୦ରୁ ୨୪ ହେଡିଂଲୀରେ ଖେଲାଯିବାକୁ ଥିବାବେଳେ ବାକି ଟେଷ୍ଟ ଗୁଡ଼ିକ ଏଜବାଷ୍ଟନ, ଲର୍ଡସ, ଓଲଡ ଟ୍ରାଫୋର୍ଡ ଓ ଓଭାଲରେ ଅନୁଷ୍ଠିତ ହେବ।୨୦୨୧-୨୨ରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ସିରିଜ ଖେଳା ଯାଇଥିଲା। ଭାରତ ୨-୧ରେ ସିରିଜ ଲିଡ କରୁଥିବା ବେଳେ ଶେଷ ମ୍ୟାଚ୍‌କୁ ରିସିଡ୍ୟୁଲ କରାଯାଇଥିଲା।ପୁରୁଷ ଟିମ ଭଳି ସମାନ ସମୟରେ ଭାରତୀୟ ମହିଳା ଟିମ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights