ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା, ଯୁବକ ଗୁରୁତର

Creat A Revolution

ବିଜୁ ଏକ୍ସପ୍ରେସ ୱେ ଆମପାଣି ଥାନା ଦର୍ଲିପଡ଼ା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଡୁଡୁକାଠେଙ୍ଗା ଗ୍ରାମର ସୁବାସ ନାଏକ (୨୫) ବୋଲି ସୂଚନା ମିଳିଛି । ସେ କୌଣସି କାମ ରେ ବିଜୁ ଏକ୍ସପ୍ରେସ ୱେ ଦେଇ ନିଜ ଗ୍ରାମ କୁ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ବିଜୁ ଏକ୍ସପ୍ରେସ ୱେ ରେ ଦର୍ଲିପଡ଼ା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିବା ଜଣାପଡିଛି । କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights