ଆମପାଣି ପୁଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ ଅଟକ

କଳାହାଣ୍ଡି -: ନବରଙ୍ଗପୁର ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳକୁ ବେଆଇନ ବିଦେଶୀ ମଦ ଚାଳାଣବେଳେ ଗୁରୁବାର ଆମପାଣି ପୁଲିସ ୨ ଜଣକୁ ଅଟକ ରଖିଛି । ଅଟକ ୨ ଜଣ ହେଲେ ମୈଦଲପୁର ବିଦେଶୀ ଅଫ୍ ସୋପ୍‌ର କର୍ମଚାରୀ…

ଖାଇଗଲେ ଅଙ୍ଗନୱାଡି ପିଲାଙ୍କ ଖେଳଣା କିଣା ଟଙ୍କା ! ସନ୍ଦେହ ଘେରରେ ସୁପରଭାଇଜର

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି…

ପୁଣି ଦାଦନର କରୁଣ ଚିତ୍ର, ହାଇଦ୍ରାବାଦକୁ ଦାଦନ ଯାଇ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ଗତ ୨ ମାସ…

କୋକସରାରେ ଭାରତ ବନ୍ଦ ସଫଳ

କୋକସରା -: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବୁଧବାର ୧୦ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଦସ୍ୟ କ୍ଷିରସିନ୍ଧୁ ବୋଡକିଆଙ୍କ ନେତୃତ୍ୱରେ…

ପିକଅପ ଭ୍ୟାନ୍ ଓଲଟି ୨ ମୃତ ୯ ଗୁରୁତର

କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା କଲମପୁର ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହାରାଇ ଓଲଟିଲା ପଡିଲା ପିକ୍‌ଅପ୍ ଭ୍ୟାନ ଦୁଇ ମୃତ ନଅ ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ…

ବଦଳୁଛି ଧର୍ମଗଡ ପଞ୍ଚାୟତ କଲେଜର ରୂପରେଖ

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -:  ସୁଦୃଢ଼ ହେବାରେ ଲାଗିଛି ଧର୍ମଗଡ଼ ପଞ୍ଚାୟତ କଲେଜର ଭିତ୍ତିଭୂମି। ନୂତନ କଲେଜ ବିଲ୍ଡିଂ ସାଙ୍ଗକୁ ନୂତନ ବିଜ୍ଞାନଗାର ପଞ୍ଚାୟତ କଲେଜର ଭିତ୍ତିଭୂମି ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ନବ ନିର୍ମିତ…

ପଞ୍ଚତତ୍ୱ ପ୍ରାଇଭେଟ ଲିମିଟେଡ଼ ମାଲିକଙ୍କୁ ଜେଲଦଣ୍ଡ ରାୟ ପ୍ରକାଶ

କଳାହାଣ୍ଡି (ଜଗୁଲାଲ ମାଝୀ) -: ବେକାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧୂକ ଟଙ୍କା ଲୁଟି ନେଉଥିବା ଭକି ଘଟଣା ଅନେକ ସମୟରେସାମ୍ନାକୁ ଆସିଥାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ଜୁନାଗଡ଼…

କାଦୁଅରେ ଫସି ଗଜରାଜ ଗୁରୁତର, ଉଦ୍ଧାର କଲା ବନ ବିଭାଗ

କଳାହାଣ୍ଡି (ଜଗୁଲାଲ ମାଝୀ) -:  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା…

କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି…

ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ

ଜୁନାଗଡ଼ -: ଜନ୍ମରୁ ପିତାମାତା ଙ୍କୁ ହରେଇ ତାଙ୍କର ସ୍ନେହ ବିନା ବଞ୍ଚିତ ହୋଇ ଜୀବନ ସହ ସଂଘର୍ଷ କରି ବଂଚୁଥିଲେ ତିନି ଭାଇ ଭଉଣୀ l ପିତା ମାତା ଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ…