ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀ ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା, କରିନାହାନ୍ତିକି E-KYC, ନିର୍ଦ୍ଧାରିତ ହେଲା E-KYC କରିବାର ଶେଷ ତାରିଖ, ତାରିଖ ଶେଷ ହେବା ପୂର୍ବରୁ କରିନିଅନ୍ତୁ E-KYC ନଚେତ ଆପଣମାନେ ଆମକୁ ଆଉ ପଛରେ ଦେବେନାହିଁ ଦୋଷ କରିଦିଅନ୍ତୁ ଆପଣ ଏବଂ ଆପଣଙ୍କ ପରିବାର ର E-KYC କାର୍ଯ୍ୟ, ନଚେତ ଆପଣ ପାଇପାରିବେ ନାହିଁ ରାସନ, ରାସନ କାର୍ଡରୁ କଟିଯିବ ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟ ଙ୍କ ନାମ, ରାସନ କାର୍ଡ ର E-KYC ଡିସେମ୍ବର ୩୦/୧୨/୨୦୨୪ ରବିବାର ଦିନ ହେଉଛି ଶେଷ ତାରିଖ, ଜାନୁଆରୀ ପହିଲା ୨୦୨୫ ତାରିଖରୁ ଆପଣଙ୍କ ନାମ ରାସନ କାର୍ଡ ରୁ କାଟିଦିଆଯିବ l
ଯେଉଁବ୍ୟକ୍ତି E-KYC କରିନାହାନ୍ତି ନିର୍ଦ୍ଧାରିତ ସମୟ ସେସହେବା ପୂର୍ବରୁ କରାଇନିଅନ୍ତୁ ଆପଣ ଏବଂ ଆପଣଙ୍କ ପରିବାର ର ରାସନ E-KYC, ୩୧/୧୨/୨୦୨୫ ତାରିଖ ଠାରୁ ରାସନ କାର୍ଡରୁ ବାଦ ପଡିବେ ଆପଣ ଆପଣଙ୍କୁ ସରକାର ଆଉ ଦେବେନାହିଁ ରାସନ ଖାଦ୍ୟ, ୫ ବର୍ଷ ରୁ ଉର୍ଦ୍ଧ ଯେଉଁ ମାନେ E-KYC କରିନାହାନ୍ତି ରାସନ କାର୍ଡରୁ ସେମାଙ୍କର ନାମ ବାଦ ପଡ଼ିବ l ଆସନ୍ତା ଜାନୁଆରୀରୁ ୦୧/୦୧/୨୦୨୫ ତାରିଖ ରୁ E-KYC କରିନଥିବା ବ୍ୟକ୍ତି ଆଉ ରାସନ ପାଇପାରିବେନାହିଁ l ଯେଉଁ ବ୍ୟକ୍ତି ଓଡ଼ିଶା ବା ଓଡ଼ିଶାରେ ବାହାରେ ଅଛନ୍ତି ସେହିବ୍ୟକ୍ତି ଘରକୁ ଆସି ବା ଅନଲାଇନ ସାହାଯ୍ୟରେ ଡିସେମ୍ବର ମାସ ଶେଷହେବାପୂର୍ବରୁ ନିଜର E-KYC କାର୍ଯ୍ୟକୁ ଶେଷ କରିନିଅନ୍ତୁ ନଚେତ ଜାନୁଆରୀ ପହିଲ୍ଲାରୁ ଆଉ ପାଇବେନାହିଁ ରାସନ l ଯୋଗାଣ ବିଭାଗ ଦାଈ ରହିବେନାହିଁ ବୋଲି ସୂଚନା ଦେଇଛନ୍ତି ?
Discover more from bnslive.in
Subscribe to get the latest posts sent to your email.