ଖବର ପାଇ ଆଗୁଆ ସଫା ସୁତୁରା କରାଇଲେ ଡାକ୍ତରଖାନା ଅଧିକାରୀ
ବାଙ୍କ(ବ୍ରହ୍ମାନନ୍ଦ ପ୍ରଧାନ) – କଟକ ଜିଲ୍ଲା ବାଙ୍କୀବ୍ଲକ ଉପଖଣ୍ଡ ଚିକିତ୍ସାଳୟ ଠାରେ ଆଜି କୟାକଳ୍ପ ପକ୍ଷରୁ ପାଞ୍ଚ ଜଣିଆ ଟିମ୍ ର ପରିଦର୍ଶନ | ଡାକ୍ତରଖାନା ର ସ୍ୱଛତା ଯାଞ୍ଚ କରିଥିଲା ଟିମ୍ | ଡାକ୍ତରଖାନା ଶୌଚାଳୟ ଓ ପରିଷ୍କାର ପରିଚ୍ଛନତା ଯାଞ୍ଚ ନିମନ୍ତେ କାର୍ଯ୍ୟବସ୍ତୁ ର ନିଷ୍ପାପନ ପ୍ରକ୍ରିୟା ରହିଛି ତାହା ଟି ମ୍ ଦେଖିଥିଲେ |
ମେଡିକାଲ ଚତୃପାର୍ଶ୍ୱ ପରିଷର ସ୍ୱଛତା.ସହିତ ମେଡ଼ିକାଲର ପ୍ରତିଟି ୱାର୍ଡ ରେ ରୋଗୀ ମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ର ଭଲ ମନ୍ଦ ବୁଝିଥିଲେ ଏବଂ ପ୍ରତିଟି ୱାର୍ଡ ର ପରିମଳ ଓ ସ୍ୱଛତା ପରଖିଥିଲେ | ବାଙ୍କୀ ହସ୍ପିଟାଲ ଠାରେ ଡାକ୍ତର ଙ୍କ ସଂଖ୍ୟା କମ ରହିଥିବାରୁ | ଡାକ୍ତର ଅଭାବ କୁ ଅନୁଭବ କରିଥିଲେ କୟାକଳ୍ପ ଟିମ୍ | କୟାକଳ୍ପ ପକ୍ଷରୁ ପାଞ୍ଚ ଜଣିଆ ଟିମ୍ ପରିଦର୍ଶନ ରେ ଆସିବେ ବୋଲି ଆଗରୁ ଡାକ୍ତରଖାନା ଅଧିକାରୀଙ୍କ ପାଖରେ ସୂଚନା ରହିଥିଲା ଯାହା ଫଳରେ ଆଗୁଆ ସମସ୍ତ ଚତୁର୍ଥ କର୍ମଚାରୀଙ୍କୁ ନିୟୋଜିତ କରାଇ ପରିଷର ସଫା ସୁତୁରା କରିଥିବାରୁ | ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ?
Discover more from bnslive.in
Subscribe to get the latest posts sent to your email.