ମୃତ ସ୍ୱାମୀଙ୍କ ଶବ ସହ ୧୮ମାସ ବିତାଇଲେ ସ୍ତ୍ରୀ, ବିମଳେଶ ଥିଲେ ଆୟକର ବିଭାଗର କର୍ମଚାରୀ

କାନପୁର -: ‘କୋମା’କୁ ଚାଲିଯାଇଛନ୍ତି ଭାବି ଗତବର୍ଷ ମରିଯାଇଥିବା ଜଣେ ଆୟକର ବିଭାଗ କର୍ମଚାରୀଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧୮ ମାସ ହେବ ଘରେ ରଖିଥିଲେ ବୋଲି ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗଙ୍ଗାଜଳ ତାଙ୍କୁ ‘କୋମା’ରୁ ଉଠାଇବ…

ଇରାନରେ ଭୟାନକ ସ୍ଥିତି, ଗୁଳିମାଡ଼ରେ ୩୧ ମୃତ୍ୟୁ

ତେହେରାନ -: ଇରାନରେ ହିଜାବ୍‌ ବିରୋଧୀ ଆନ୍ଦୋଳନ ଭୟାନକ ସ୍ଥିତି ସୃଷ୍ଟି କରିଛି । ହିଜାବ ପିନ୍ଧିନଥିବାରୁ ଇରାନ ମୋରାଲିଟି ପୁଲିସ ନିର୍ଯାତନାରେ ମହସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସବୁଠି ହିଂସାତ୍ମକ ବିକ୍ଷୋଭ ଚାଲିଛି। ଲୋକଙ୍କ ମାନବାଧିକାର…

ବିବସ୍ତ୍ର ହୋଇ ୨କିଲୋମିଟର ଦୈାଡି ଘରେ ପହଞ୍ଚିଲେ ଗଣବଳାତ୍କାର ପଡିତା …

ଗଣଦୁଷ୍କର୍ମ ଓ ଲୁଟ୍‌ର ଶିକାର ହେବା ପରେ ଜଣେ ୧୫ ବର୍ଷୀୟ ବାଳିକା ବିନା ବସ୍ତ୍ରରେ ଉତ୍ତର ପ୍ରଦେଶର ମୋରାଦାବାଦ-ଠାକୁରଦ୍ବାରା ସଡ଼କରେ ୨ କିଲୋମିଟର୍‌ ବାଟ ଚାଲି ଚାଲି ଘରେ ପହଞ୍ଚିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୀଡ଼ିତାଙ୍କୁ…

ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା

ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି…

ଡାକ୍ତର ହେବତ ଏମିତି, ରୋଗୀର ଚିକିତ୍ସା ପାଇଁ ଦୈାଡିଲେ ୩ କିଲୋମିଟର

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଚଳନ୍ତି ଦେବତା। ପୃଥିବୀ ପୃଷ୍ଠରେ ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ତେବେ ଏହି କଥାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁରେ। ଏଠାରେ ଗୋବିନ୍ଦ ନନ୍ଦକୁମାର ନାମକ ଜଣେ ଡାକ୍ତର କିଛି ଏମିତି କରିଦେଖାଇଛନ୍ତି…

ଚୁପ ରହିଲେ ଉପ-ରାଷ୍ଟ୍ରପତି କରିଦେବୁ , ଏଭଳି କହି ବିଜେପିକୁ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ

ନୂଆଦିଲ୍ଲୀ -: ମୋତେ ବି କୁହାଯାଇଥିଲା ଯେ ଚୁପ ରହିଲେ ଉପରାଷ୍ଟ୍ରପତି କରିଦେବୁ। ଏଭଳି କହି ବିଜେପିକୁ ପୁଣି ଥରେ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ୍। ସେ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋ ପାଖକୁ ଅଫର…

ଷ୍ଟେସନ ମାଷ୍ଟର ଓ ଗେଟମ୍ୟାନଙ୍କ ପାଇଁ ଅଧାବାଟରେ ଅଟକିଲା ରାଜଧାନୀ ଏକ୍ସପ୍ରେସ …

ଉତ୍ତରପ୍ରଦେଶ -: ଷ୍ଟେସନ ମାଷ୍ଟରଙ୍କ ସହ ଝଗଡା ଯୋଗୁଁ ରାଜଧାନୀ ଏକ୍ସପ୍ରେସ ସହ ୫ଟି ଟ୍ରେନକୁ ବିଳମ୍ବ କରାଇଦେଲେ ରେଳ ଫାଟକର ଗେଟମ୍ୟାନ | ଉତ୍ତରପ୍ରଦେଶର ହରଦୋଇରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ହରଦୋଇ…

ଶେଷରେ ପଛଘୁଞ୍ଚା ଦେଲା ଚୀନ୍‌, କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ -: ଭାରତ ଓ ଚୀନ ସେନା ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ୧୬ତମ କୋର କମାଣ୍ଡରସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି । ତେବେ ଗତ…

କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ : ରାହୁଲଙ୍କ ଏସି କଣ୍ଟେନରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ -: କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିବା ପ୍ରାୟ ୨୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦଳର ବରି‌ଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଗୋଟାଏ ବିଶେଷ ଧରଣର ଶୀତତାପ ନିୟନ୍ତ୍ରିତ ‘କଣ୍ଟେନର୍‌’ରେ ରାତ୍ରୀଯାପନ କରୁଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ୨୩୦ଜଣ ନେତାଙ୍କ…

ଗଣେଶ ମୂର୍ତ୍ତି ବସର୍ଜନରେ ଅଘଟଣ,୧୧ ମୃତ ୪ ଉଦ୍ଧାର

ନୂଆଦିଲ୍ଲୀ -: ଚଳିତ ବର୍ଷ ଦେଶରେ ଧୂମ୍‌ଧାମରେ ଭଗବାନ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ମୁମ୍ବାଇ, ହାଇଦ୍ରାବାଦ ସମେତ ଦେଶର ଅନ୍ୟ ସହରରେ ମଧ୍ୟ ଶୁକ୍ରବାର ଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି । କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଜଣାଯାଇଛି…

error: Content is protected !!
Verified by MonsterInsights