ବିବାହ ପୂର୍ବରୁ ଝଟକା ଦେଲେ ଆଇଏଏସ ଟିନା ଓ ତାଙ୍କ ଭାବି ସ୍ୱାମୀ

ନୂଆଦିଲ୍ଲୀ -: ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବେ । ତେବେ ବିବାହ ପୂର୍ବରୁ ଦୁହେଁ ବଡ଼ ନିଷ୍ପତ୍ତି…

ଆଇଏଏସ୍‌. ଟପର ଟିନା ଟାବି ଏବେ ସବୁଠି ଚର୍ଚ୍ଚାରେ, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ -: ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି। ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ଭାବି…

error: Content is protected !!
Verified by MonsterInsights