ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା: ଜାଣନ୍ତୁ କେଉଁ ବାଟେ ଯାଇ ରଖିବେ ଗାଡ଼ି

ପୁରୀ -: ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍‌ ମାଳତୀପାଟପୁର ବସଷ୍ଟାଣ୍ଡରୁ ଯିବେ। ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ ମାଳତୀପାଟପୁର ROB ଦେଇ ତାଳବଣିଆରେ ପାର୍କିଂ କରିବେ। ଭୁବନେଶ୍ୱରରୁ ଆସୁଥିବା…

error: Content is protected !!
Verified by MonsterInsights